ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଦାଖର କାର୍ଗିଲରେ ବଡ଼ଧରଣର ଭୂକମ୍ପ ଝଟକା ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। କାର୍ଗିଲରେ ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା ବେଳେ ଉତ୍ତର ଉତ୍ତର ଭାରତର କିଛି ସ୍ଥାନ ଓ ପାକିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି।ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି କହିଛି ଯେ ଭାରତୀୟ ସମୟ ୩.୪୮ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….