ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଦାଖରେ ଆଜି ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ସକାଳ ୫ଟା ୧୧ମି. ଲଦାଖର ଲେହ ଠାରୁ ପୂର୍ବଉତ୍ତରପୂର୍ବ ଦିଗରୁ ୧୦୪କିମି. ଦୂରରେ ଏହାର ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା । ଭୁମିକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି |
More Stories
ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ବାପା କହିଲେ……
ସବୁ ବିଚାରପତି ଙ୍କୁ ମିଳିବ ପୂର୍ଣ୍ଣକାଳୀନ ପେନସନ…..
ଜ୍ୟୋତି ଆତଙ୍କୀ ଶିବିରରେ ନେଇଥିଲେ ତାଲିମ….