ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଶ କୁରିଲ ଦ୍ବୀପପୁଞ୍ଜ ଅଞ୍ଚଳରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଷ୍ଟେସନର ପ୍ରମୁଖ ଏଲେନା ସେମେନୋଭା ଭୂକମ୍ପ ନେଇ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୮ ରେକର୍ଡ କରାଯାଇଛି । ସେମେନୋଭା କହିଛନ୍ତି ଯେ, ଆଜି ସକାଳେ ଭୂକମ୍ପ କେନ୍ଦ୍ର ସିମୁଶିର ଦ୍ବୀପର ଦକ୍ଷିଣରେ ୧୧ କିଲୋମିଟର ଦୂର ୫୯ କିଲୋମିଟର ଗଭୀରରେ ଥିଲା । ସେ କହିଛନ୍ତି ସୁନାମୀର କୌଣସି ଚେତାବନୀ ଜାରି କରାଯାଇନାହିଁ ।






More Stories
ବଜେଟ ରେ ସଂସ୍କାର କୁ ଗୁରୁତ୍ବ…..
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..