ରିପୋର୍ଟ କାର୍ଡ / ଭୁବନେଶ୍ୱର
ED କୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ । ବୁଧବାର ଓକିଲଙ୍କ ଜରିଆରେ ସମୟ ମାଗିଥିବା ନେଇ ସୂଚନା ମିଳିଛି । ED ରେ ହାଜର ହେବାକୁ ପ୍ରଦୀପ ଓ ତାଙ୍କ ଝିଅଙ୍କୁ ନୋଟିସ ହୋଇଥିଲା । ସେପଟେ ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ । ଏବେ ସେ ଜେଲ୍ରେ ଅଛନ୍ତି । ତେବେ ଗତକାଲି ଅଭୟକାନ୍ତ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ED । ସକାଳ ୯ଟାରୁ ରାତି ୯ଟା ଯାଏଁ ଜେରା କରିଥିଲା । ବିଭିନ୍ନ ଆର୍ଥିକ କାରବାର ନେଇ ED ଖୋଲତାଡ଼ ଜାରି ରଖିଛି । ଭିଜିଲାନ୍ସର ସୁପାରିସ ଆଧାରରେ ଇଡି ଅଭୟକାନ୍ତଙ୍କ ଆର୍ଥିକ କାରବାରର ଛାନ୍ଭିନ୍ କରୁଛି |
|
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..