ରିପୋର୍ଟ କାର୍ଡ / କୋଲକାଲ
ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ | କରୋନା କଟକଣା ମଧ୍ୟରେ ଆଜି ଅଳ୍ପ ଅତିଥିଙ୍କ ଉପସ୍ଥିତିରେ କୋଲକାତା ରାଜ ଭବନରେ ଶପଥ ନେଇଛନ୍ତି ମମତା | ରାଜ୍ୟ ପାଳ ଜଗଦୀପ ଧାନଖର ମମତା ବାନାର୍ଜୀଙ୍କୁ ଶପଥ କରାଇଛନ୍ତି | ଚଳିତ ବିଧାନସଭା ନିର୍ବାଚନରେ ୨୯୨ରୁ ୨୧୩ ଆସନ ଅକ୍ତିଆର କରିବା ସହ ପୁଣିଥରେ କ୍ଷମତାକୁ ଫେରିଛି ଟିଏମସି । ଫଳାଫଳ ଆସିବା ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମମତା ମମତାଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଛି ଶାହାଙ୍କ ଷ୍ଟ୍ରାଟେଜି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..