ରିପୋର୍ଟ କାର୍ଡ / ରାଉରକେଲା
ସକାଳୁ ସକାଳୁ ବଡ଼ ଧରଣର ଏନ୍କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି ରାଉରକେଲା କୁଚେଇତା ଓ ଲାମ୍ସୀ ନିକଟରେ। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରୁ ଡକାୟତି ଘଟଣାରେ ସଂପୃକ୍ତି ରହିଛି। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଛି।






More Stories
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……
୨୮ରେ ରାଜ୍ୟ କ୍ୟାବିନେଟ୍ ବୈଠକ……