ରିପୋର୍ଟ କାର୍ଡ / ବାଲେଶ୍ୱର
ଗୁଡ୍ସ ଗାର୍ଡ ବଗି ଛାଡ଼ି ୨କିଲୋମିଟର ପଳାଇଗଲା ଟ୍ରେନ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ। ଟ୍ରେନଟି ସୋର ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଅତିକ୍ରମ କରିବା ବେଳେ ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଯାଇଥିଲା। ପରେ ଟ୍ରେନ୍ଟି ପଛରୁ ଫେରି ଗୁଡ୍ସ ଗାର୍ଡ ବଗି ସହ ଯୋଡ଼ିଥିବା ନେଇ ଜଣାପଡିଛି |






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……