ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଲ। କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି। ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ନିଖୋଜ ମାମଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।ଟ୍ରାଫିକ କନଷ୍ଟେବଲଙ୍କ ଘର ପାରାଦୀପ ଅଂଚଳରେ ହୋଇଥିବାବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନଷ୍ଟେବଲ ଭାବେ କାର୍ଯ୍ୟରତ ଅଛନ୍ତି।






More Stories
ରାଜଧାନୀରେ ଯୁବକଙ୍କୁ ହତ୍ୟା…..
ପ୍ରବଳ ଝଡ଼ବର୍ଷା ସମ୍ଭାବନା…..
ଭଦ୍ରକର ନୂଆ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ…..