Report Card Odisha

| Daily Odia News

ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିପାତ……

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ପାଞ୍ଚ ମାଓବାଦୀ ନିପାତ ହୋଇଛନ୍ତି । ବାକି ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Breaking News