ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର କୁ ଉଡ଼ିବ ବିମାନ । ୫ ନଭେମ୍ବରରୁ କୋଲକାତା ଓ ୧୫ ନଭେମ୍ବରରୁ ବାଙ୍ଗାଲୁରୁକୁ ବିମାନକୁ ଚଳାଚଳ କରିବ। ଏନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିା କୋଲକାତାରୁ ସନ୍ଧ୍ୟା ୫ଟା ୫୦ରେ ବିମାନ ବାହାରି ଝାରସୁଗୁଡ଼ାରେ ସନ୍ଧ୍ୟା ୭ଟା ୨୫ ମିନିଟ୍ ରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ ମିନିଟ୍ ରେ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..