ରିପୋର୍ଟ କାର୍ଡ / ବାରିପଦା
ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକ ଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ବୟସାଧୀକ ଅସୁସ୍ଥତାରେ ପୀଡ଼ିତ ଥିବା ଗୋଲକ ବିହାରୀ ନାଏକଙ୍କର ଆଜି ହୃଦଘାତରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକ ତିନି ଥର ଓଡିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ। ଖୁଣ୍ଟାରୁ ଦୁଇଥର ଓ ଉଦଳା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ରହିଥିଲେ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..