ରିପୋର୍ଟକାର୍ଡ / ଭୁବନେଶ୍ୱର
ସୁନା ଦର ଲଗାତାର ଭାବରେ ବୃଦ୍ଧି ପାଉଛି । ମେ’ ୭ ଅର୍ଥାତ୍ ବୁଧବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୦୦୦ ରହିଛି । ଗତକାଲି ଏହା ୯୮,୪୬୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୦,୭୫୦ ଟଙ୍କା ରହିଛି । ଗତକାଲି ଏହା ୯୦,୨୫୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୪,୨୫୦ ଟଙ୍କା ରହିଛି । ଗତକାଲି ଏହା ୭୩,୮୪୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ଏହା ୧୦,୭୯୦ ଟଙ୍କା ଥିଲା । ଏଥିରେ ୩୧୦ ଟଙ୍କା ବୃଦ୍ଧି ହୋଇଛି ।
More Stories
କମିଲା ଗ୍ୟାସ୍ ଦର……
ଗ୍ରାହକଙ୍କୁ ଆଶ୍ୱସ୍ତି,କମିଲା ସୁନା ଦର…..
୨ ହଜାର କମିଲା ସୁନା ଦର…..