Report Card Odisha

| Daily Odia News

ଆକ୍ସନରେ ସରକାର:ଚାଷୀଙ୍କୁ ହେଲା ନୋଟିସ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।୧ ଲକ୍ଷ ୮୧ ହଜାର ୬୮୪ ଟି ପ୍ଲଟ୍‌ରେ ହୋଇନି ଚାଷ। ଏନେଇ ୭ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପଷ୍ଟୀକରଣ ନ ରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହରୁ ବାଦ୍‌ ପଡ଼ିବେ। ଜମିରେ ଚାଷ ନକରି ଧାନ ସଂଗ୍ରହ ପାଇଁ କରିଥିଲେ ପଞ୍ଜିକରଣ। ସାଟେଲାଇଟ ସର୍ଭେରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିଥିଲା। ୨୦୨୪-୨୫ ରବି ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିଲେ।

Breaking News