ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିକସ ଅର୍ଥ ହସ୍ତାନ୍ତରଣ ବାବଦକୁ କେନ୍ଦ୍ର ସରକାର ଓଡ଼ିଶାକୁ ତୃତୀୟ କିସ୍ତିରେ ୫,୩୫୬ କୋଟି ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ବିକାଶମୂଳକ ଖର୍ଚ୍ଚ ଓ ପୁଞ୍ଜି ବ୍ୟୟକୁ ତ୍ୱରାନ୍ବିତ କରିବାରେ ଏହା ସହାୟକ ହେବ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଟିକସ ହସ୍ତାନ୍ତରଣ ବାବଦକୁ ତୃତୀୟ କିସ୍ତିରେ ବିଭିନ୍ନ ରାଜ୍ୟକୁ ମୋଟ ୧,୧୮,୨୮୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସାଧାରଣତଃ ମାସିକ ୫୯,୧୪୦ କୋଟି ଟଙ୍କା ଡିଭଲ୍ୟୁଶନ ତୁଳନାରେ ଏହା ଯଥେଷ୍ଟ ଅଧିକ। ଜୁନ୍ ମାସର ନିୟମିତ କିସ୍ତି ସମେତ ଏକ ଅଗ୍ରୀମ କିସ୍ତି ରାଜ୍ୟକୁ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି |






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..