ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଉରକେଲାର ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ପ୍ରତିପକ୍ଷ ଦିଲ୍ଲୀପ ରାୟଙ୍କ ମାମଲା ଆଧାରରେ ଅଦାଲତ ତାଙ୍କୁ ଏହି ନୋଟିସ୍ କରିଛନ୍ତି। ଅଗଷ୍ଟ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।






More Stories
ଆଜି ବି ବିଧାନସଭା ସରଗରମ ହେବ…..
କୋଣାର୍କ ଉତ୍ସବ ଆରମ୍ଭ…..
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା:କିଟ୍ ପକ୍ଷଭୁକ୍ତ…..