ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ପସ୍ତୁତି ଜାରି ରହିଥିବାବେଳେ, ଏବେ ଓବିସି ସଂରକ୍ଷଣଙ୍କୁ ନେଇ ଅଡ଼ୁଆରେ ସରକାର । ଓବିସି ସଂରକ୍ଷଣ ନେଇ ହାଇକୋର୍ଟରେ ଦାୟର ମାମଲାରେ ନୋଟିିସ । ରାଜ୍ୟ ନିର୍ବାଚନ କମିଶନ, ଓବିସି କମିଶନ, ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଆସନ୍ତା ଜୁନ୍ ମାସରେ ପରବର୍ତ୍ତୀ ଶୁଣାଣି ହେବ । ପୌର ନିର୍ବାଚନରେ ଓବିସି କୋଟା ଉଚ୍ଛେଦ ନେଇ ଅଧ୍ୟାଦେଶ ହୋଇଥିଲା । ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ୨ ପୂର୍ବତନ କର୍ପୋରେଟର ।






More Stories
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା…..
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….