ରିପୋର୍ଟ କାର୍ଡ / ଗଞ୍ଜାମ
ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର | ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତରଗତ କେ ବରିଡା ସାନସାହି ରେ । ଗତକାଲି ରାତ୍ର ୧୦ ଘଂଟିକା ସମୟରେ ୧୫୦୦୦ ଟଙ୍କା ଚୋରି କରି ନେଇଛି ବୋଲି ସନ୍ଦେହ ରେ ଟୁକୁନା ପ୍ରଧାନ ସେହି ଗ୍ରାମର କୈଳାଶ ପ୍ରଧାନ କୁ ଏକ ଛୁରା ସାହାଯ୍ୟ ରେ ପେଟକୁ ଭୁସି ଦେଇଥିଲେ । ଘଟଣା ସ୍ଥଳୁ ନିଜ ପରିବାର ଲୋକେ କୈଳାଶ କୁ କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଇଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଶଙ୍କଟା ପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….