Report Card Odisha

| Daily Odia News

ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଧନଶାଳୀ ହୋଇପାରନ୍ତି। ସୁଖଦା ପତ୍ନୀ ଓ କୁଳ ଉଦ୍ଧାରକ ପୁତ୍ର ସମ୍ପନ୍ନ ହେବେ। ଭ୍ରାତୃଭାବ ନୀବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ ପରାଜିତ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ: ସରକାରୀ ସ୍ତରରୁ ଧନସମ୍ପଦ ଲାଭ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ଓ ବିଭିନ୍ନ ସୂତ୍ରରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ମିଥୁନ: ସୁଗୁଣଯୁକ୍ତ, ଧନଯୁକ୍ତ, ଉତ୍ତମା ପତ୍ନୀ, ସୁବର୍ଣ୍ଣ ପୁତ୍ରାଦିଯୁକ୍ତ ସତ୍ୟବାଦୀ ହେବେ। ଉଦାର ସ୍ବଭାବସମ୍ପନ୍ନ ହେବେ। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଦାନକୁ ଜୀବନର ବ୍ରତ କରିପାରନ୍ତି।

କର୍କଟ:ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଆତ୍ମବିଶ୍ବାସୀ ହେବେ। ଭାଷା ମାର୍ଜିତ ଓ ସ୍ନେହବୋଳା ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବିଦ୍ବାନ ହେବେ।
ସିଂହ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ପୁତ୍ରର ଜନକ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି।

Breaking News