ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ- କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ। ଅକାରଣ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ ମନୋମାଳିନ୍ୟ ହୋଇପାରେ। ଯାତ୍ରାରେ ବାଧା ଆସିପାରେ । ସ୍ୱାସ୍ଥ୍ୟରେ ସମସ୍ୟା ହୋଇପାରେ। ଅପରିଚିତ ଲୋକଙ୍କୁ ଭରସା କରିବେ ନାହିଁ। ଦିନ ଶେଷରେ ଅଲ୍ପ ସୁଖବାର୍ତ୍ତା ମିଳିପାରେ ।
ବୃଷ- ଧନଲାଭର ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। ପରିବାରର ସହଯୋଗ ମିଳିବ। ନୂତନ କାମରେ ରୁଚି ବଢ଼ିବ । ମନ ଖୁସି ରହିବ । ପୁରୁଣା ଋଣ ଫେରସ୍ତ ମିଳିପାରେ। ବନ୍ଧୁମାନଙ୍କ ସହ ଭଲ ସମୟ କାଟିବେ।
ମିଥୁନ- ସକାଳ ପର୍ଯ୍ୟନ୍ତ ଶୁଭ ଫଳ ମିଳିବ । କାର୍ଯ୍ୟରେ ପ୍ରଗତି ହେବ । ମନ ଅସ୍ଥିର ହେବ। ପରିବାରରେ ଅସନ୍ତୋଷ ଆସିପାରେ । ଧନ ଖର୍ଚ୍ଚ ବଢ଼ିବ । ଅନାବଶ୍ୟକ ଚିନ୍ତା ହେବ । କାହାକୁ କଥା କହିବା ପୂର୍ବରୁ ଭାବନ୍ତୁ ।
କର୍କଟ- ଦ୍ବିପ୍ରହର ପରେ ଶୁଭ ସମୟ ଆସିବ। କାମରେ ସଫଳତା ମିଳିବ। ନୂତନ ସୁଯୋଗ ମିଳିପାରେ। ପରିବାରରେ ଖୁସି ରହିବ। ମନ ଶାନ୍ତ ରହିବ।ଆର୍ଥିକ ସ୍ଥିତି ସୁଧୁରିବ। ନୂତନ ପରିଚୟ ଲାଭକାରୀ ହେବ।
ସିଂହ- ମିଶ୍ର ଫଳ ମିଳିବ। କାର୍ଯ୍ୟରେ ବାଧା ଆସିପାରେ। ବଡ଼ମାନଙ୍କ ସହ ମତଭେଦ ହୋଇପାରେ। ଧନ ନେଣଦେଣରେ ସତର୍କ ରହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ। କାମରେ ଧୈର୍ଯ୍ୟ ଧରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରହନ୍ତୁ।
କନ୍ୟା- ଘାତ ଚନ୍ଦ୍ର ଥିବାରୁ ସତର୍କ ରହନ୍ତୁ। କାମରେ ବାଧା ଆସିପାରେ। ମନ ଅସ୍ଥିର ରହିପାରେ। ବିବାଦରୁ ଦୂରେ ରହନ୍ତୁ। ଯାତ୍ରା ଏଡ଼ାଇବା ଭଲ। ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ। ଶରୀରରେ କ୍ଲାନ୍ତି ଅନୁଭବ ହେବ।
ତୁଳା- ଘାତ ବାର ଥିବାରୁ ଦିନଟି ସତର୍କତାର। କାର୍ଯ୍ୟରେ ବିଳମ୍ବ ହେବ। ଧନ ଖର୍ଚ୍ଚ ବଢ଼ିବ। ପରିବାରରେ ଚିନ୍ତା ରହିବ । ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ । କାମରେ ଅଧିକ ପ୍ରୟାସ ଦେବାକୁ ପଡ଼ିବ ।
ବିଛା- ଭଲ ଫଳ ମିଳିବ। କାର୍ଯ୍ୟରେ ଲାଭ ହେବ। ପରିବାରର ସହଯୋଗ ମିଳିବ। ମନୋବଳ ବଢ଼ିବ। ନୂତନ କାମରେ ସଫଳତା ମିଳିବ। ପ୍ରତିଷ୍ଠା ବଢ଼ିବ । ଆର୍ଥିକ ଲାଭ ହେବ ।
ଧନୁ- ଶୁଭ ଦିନ। କାର୍ଯ୍ୟରେ ପ୍ରଗତି ହେବ। ଧନଲାଭ ହେବ। ପରିବାରରେ ଖୁସି ରହିବ। ମନ ଶାନ୍ତ ରହିବ। ନୂତନ ଯୋଜନା ଆରମ୍ଭ କରିପାରିବେ। ଯାତ୍ରା ସଫଳ ହେବ।
ମକର- ଭଲ ଫଳ ମିଳିବ। କାର୍ଯ୍ୟରେ ସଫଳତା ଆସିବ। ଧନ ଆଗମନ ହେବ। ବଡ଼ମାନଙ୍କ ସହଯୋଗ ମିଳିବ। ନୂତନ ଯୋଜନା ସଫଳ ହେବ। ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ।
କୁମ୍ଭ- ଘାତ ବାର ଥିବାରୁ ସତର୍କ ରହନ୍ତୁ।କାମରେ ବାଧା ଆସିପାରେ। ମନ ଚିନ୍ତାଗ୍ରସ୍ତ ରହିବ। ଧନ ଖର୍ଚ୍ଚ ବଢ଼ିବ। ବିବାଦରୁ ଦୂରେ ରହନ୍ତୁ। ଅପରିଚିତ ଲୋକଙ୍କୁ ଏଡ଼ାନ୍ତୁ। ପରିବାରରେ ମନୋମାଳିନ୍ୟ ହୋଇପାରେ।
ମୀନ- ମିଶ୍ର ଫଳ ମିଳିବ। କାର୍ଯ୍ୟରେ ଅଳ୍ପ ସଫଳତା ଆସିବ। ପରିବାରରେ ସମୟ ଦିଅନ୍ତୁ। ମନ ଅସ୍ଥିର ରହିପାରେ। ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ। ଆର୍ଥିକ ଚିନ୍ତା ରହିପାରେ। ପୁରୁଣା କାମ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ।





More Stories
ପ୍ରଶଂସା ମିଳିବ……
ସମ୍ମାନ ବଢ଼ିବ…..
କାର୍ଯ୍ୟରେ ସଫଳତା ମିଳିବ…..