ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ୱାଭାବିକ ହୋଇ ପାରିଲାନି ବିଧାନସଭ ଗୃହ | ବାଚସ୍ପତି ଡ଼ାକିଥିବା ସର୍ବଦଳୀୟ ବୈଠକକଂ ବର୍ଜନକଲା କଂଗ୍ରେସ | ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି । ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି। ତେବେ କଂଗ୍ରେସ ସଦସ୍ୟମାନେ ବୈଠକରୁ ବାହାରକୁ ଆସି ଅଭିଯୋଗ କରିଛନ୍ତି ଯେ ଏହି ବୈଠକରେ ଧାନକିଣା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନାହିଁ ବରଂ ଶାସକ ଦଳର ସଦସ୍ୟଙ୍କ ଦ୍ବାରା ଉଠାଯାଇଥିବା ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ବିଷୟରେ ଆଲୋଚନା ହୋଇଛି।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..