ରିପୋର୍ଟ କାର୍ଡ / କଟକ
କଟକ କିଶନନଗର ଥାନାର ଆଇଆଇସି ସସ୍ମିତା ରଣା ନିଲମ୍ବିତ ହୋଇଛନ୍ତି | ଏକ ମାମଲାର ତଦନ୍ତରେ ଅବହେଳା ଯୋଗୁଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରଣାଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ଯୁବକଙ୍କ ଆତ୍ମାହୂତି ମାମଲାରେ ପୋଲିସର ତଦନ୍ତ ଅବହେଳା ହୋଇଥିଲା । ଯାହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ ଡିଜି । କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଡ୍ୟୁଟିରେ ଥାଇ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ସସ୍ମିତାଙ୍କୁ ଡିଜି ନିଲମ୍ବନ କରିଛନ୍ତି ।






More Stories
ଶରଧାବାଲିରେ ୩ ରଥ….
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..