Report Card Odisha

| Daily Odia News

ଇଲିସି କିଲୋ ୧୫ ଶହରୁ ୨ହଜାର……

ରିପୋର୍ଟ କାର୍ଡ / ଭଦ୍ରକ

ଭଦ୍ରକ ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି ଟନ୍ ଟନ୍ ଇଲିସି। କିନ୍ତୁ କିଲୋ ପିଛା ଦର ୧୫ ଶହରୁ ୨ହଜାର ବିକ୍ରି ହେଉଛି । କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁ ଧାମରା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଜାଲରେ ଗତ ୩ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି। ହେଲେ ଛୋଟ ଇଲିସି ଏତେଟା ଦେଖାଯାଉନଥିବା ବେଳେ ବଡ଼ ଇଲିସି ଗୁଡିକ ଜାଲରେ ପଡୁଥିବା ନଜର ଆସିଛି

 

Breaking News