ଆମ ସହର ରାଜ୍ୟ ଶସ୍ତା ହେଲା ଇଲିଶି….. Report Card Bureau July 15, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରଶସ୍ତା ହୋଇଛି ଇଲିଶି ମାଛ। କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମାଛ ମାର୍କେଟରେ ଲାଗୁଛି ବେପାରୀ ଓ ଖାଉଟିଙ୍କ ଭିଡ। ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ଜଣାପଡିଛି।Continue ReadingPrevious ଦିଲ୍ଲୀ ବୁଡିବା ପାଇଁ ବିଜେପି ଦାୟୀ…..Next ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି….. April 7, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ୧୦ ପର୍ଯ୍ୟନ୍ତ କାଳବୈଶାଖୀ….. April 7, 2026 Report Card Bureau ରାଜ୍ୟ ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ….. April 7, 2026 Report Card Bureau
More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..