ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପୂର୍ବାହ୍ନ ୧୦ଟା ୪୫ରେ ତେଜସ୍ ରାକ୍ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍କୁ ଉଦ୍ଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେହିପରି ଅପରାହ୍ଣ ଗୋଟାଏରେ ଖୋର୍ଦ୍ଧାରୋଡ୍ ଷ୍ଟେସନ୍ରେ ଟ୍ରେନ୍ ମ୍ୟାନେଜମେଣ୍ଟ୍ ସେଣ୍ଟର୍କୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରେଳ ଯାତ୍ରାକୁ ସୁଗମ କରିବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ଏହି ତେଜସ୍ ରାକ୍ର ଲକ୍ଷ୍ୟ । ଏହା ରାଜଧାନୀ ଏକ୍ସପ୍ରେସର ସଂଯୋଗ ହେବା ପରେ ଟ୍ରେନ୍ର ଘଣ୍ଟାପ୍ରତି ବେଗ ୨୦୦ କିଲୋମିଟରକୁ ବୃଦ୍ଧି ପାଇବ ।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..