Report Card Odisha

| Daily Odia News

ଦନ୍ତେୱାଡା ନକ୍ସଲ ଆକ୍ରମଣକୁ ରାଷ୍ଟ୍ରପତିଙ୍କ ନିନ୍ଦା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡ଼଼ର ଦନ୍ତେୱାଡା ଠାରେ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିନ୍ଦା କରିଛନ୍ତି। ସେ ଦେଶବାସୀଙ୍କ ପକ୍ଷରୁ ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ବଳୀଦାନ ଦେଇଥିବା ସାହସୀ ସୈନିକମାନଙ୍କ ପରିବାର ଓ ପ୍ରୀୟଜନଙ୍କୁ ସମବେଦନା ଜଣାଇଛନ୍ତି। ବୁଧବାର ଛତିଶଗଡ଼଼ର ଦନ୍ତେୱାଡା ଜିଲ୍ଲା ଅରଣପୁର ନିକଟରେ ପ୍ରେସ୍‌‌ର ଆଇଡି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର୍‌‌ଙ୍କ ପ୍ରାଣହାନୀ ଘଟିଥିଲା।

Breaking News