ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୮ ଲସ୍ ଆଞ୍ଜେଲେସ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍ । ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍ । ଏହାବ୍ୟତୀତ ଆଉ ଚାରୋଟି ଖେଳ ମଧ୍ୟ ଅଲିମ୍ପିକ୍ସରେ ସାମିଲ ହୋଇଛି । କ୍ରିକେଟ୍ ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍ ଏବଂ ସଫ୍ଟବଲ୍ ସମେତ ୫ କ୍ରୀଡାକୁ ମଧ୍ୟ ଅନ୍ତର୍ଭୁକ୍ତ ନେଇ ମିଳିଛି ଅନୁମୋଦନ । ଏନେଇ ପ୍ରେସମିଟ୍ ଜରିଆରେ ଘୋଷଣା କରିଛନ୍ତି ଆଇଓସି ଅଧ୍ୟକ୍ଷ ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……