ରିପୋର୍ଟ କାର୍ଡ / ଅହମ୍ମଦାବାଦ
ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍ସ ଏଠାରେ ଶୁକ୍ରବାର ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ଏହା ପ୍ରଥମ ପର୍ଯ୍ୟାୟର ଶେଷ ଲିଗ୍ ମ୍ୟାଚ୍। ପଏଣ୍ଟ ତାଲିକାର ୨ୟ ସ୍ଥାନରେ ଥିବା ବାଙ୍ଗାଲୋର ବିଜୟ ବଜାୟ ରଖିବାର ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ କିଙ୍ଗ୍ସ ପ୍ରତ୍ୟାବର୍ତ୍ତନର ଆଶାରଖିଛି।






More Stories
ବାରବାଟୀ ମ୍ୟାଚ୍: ଆଜିଠୁ ଅନଲାଇନ୍ ଟିକେଟ୍……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..
ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…..