ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଦୈନନ୍ଦିନ କରୋନା ସଂକ୍ରମଣ ବଢିବଢି ଚାଲିଛି | ଯେତେ ସଚେତନ କଲେ ଲୋକେ କରୋନା କଟକଣାର ଉଲ୍ଲଂଘନ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍ ହୋଇଛି । ଅଧିକ ଗହଳି କରିବା ସବ ଲୋକ କୋଭିଡ୍ ନିୟମର ଉଲ୍ଲଂଘନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟ୍ଡାଉନ ରହିଛି । ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ । ବଜାରରେ ଭିଡ଼ ହେଉଛି । ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ ।
More Stories
ବାରବାଟୀ କ୍ରିକେଟ୍ ମ୍ୟାଚ୍:ଟିକେଟ୍ କଳାବଜାରୀ ଅଭିଯୋଗରେ ୭ ଗିରଫ…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..
ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ…..