ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟିଶ ସରକାରଙ୍କ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ବ୍ରିଟିଶ-ଇରାନୀୟ ନାଗରିକ ଅଲିରେଜା ଆକବରିଙ୍କୁ ଫାଶୀ ଦେଇଛି ଇରାନ। ଆଜି ଅଲିରେଜା ଙ୍କୁ ଫାଶୀ ଦିଆଯାଇଥିବା ନେଇ ଗଣମାଧ୍ୟମ ରିପୋର୍ଟ ରୁ ଜଣାପଡିଛି | ଏହି ରିପୋର୍ଟ ଅନୁସାରେ ବ୍ରିଟିଶ ଗୁଇନ୍ଦା ଏଜେନ୍ସି ଏମଆଇ-୧୭ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ ବୋଲି ତାଙ୍କ ଉପରେ ଯେଉଁ ଅଭିଯୋଗ ଲଗାଯାଇଥିଲା | କୋର୍ଟରେ ତାହା ସାବ୍ୟସ୍ତ ହୋଇଥିଲା । ବ୍ରିଟିଶ ସରକାର ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..