ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟିଶ ସରକାରଙ୍କ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ବ୍ରିଟିଶ-ଇରାନୀୟ ନାଗରିକ ଅଲିରେଜା ଆକବରିଙ୍କୁ ଫାଶୀ ଦେଇଛି ଇରାନ। ଆଜି ଅଲିରେଜା ଙ୍କୁ ଫାଶୀ ଦିଆଯାଇଥିବା ନେଇ ଗଣମାଧ୍ୟମ ରିପୋର୍ଟ ରୁ ଜଣାପଡିଛି | ଏହି ରିପୋର୍ଟ ଅନୁସାରେ ବ୍ରିଟିଶ ଗୁଇନ୍ଦା ଏଜେନ୍ସି ଏମଆଇ-୧୭ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ ବୋଲି ତାଙ୍କ ଉପରେ ଯେଉଁ ଅଭିଯୋଗ ଲଗାଯାଇଥିଲା | କୋର୍ଟରେ ତାହା ସାବ୍ୟସ୍ତ ହୋଇଥିଲା । ବ୍ରିଟିଶ ସରକାର ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….