ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରିକୁ ଅପ୍ଡେଟ୍ କରିଛି। କଶ୍ମୀରରେ ଥିବା ଇସ୍ରାଏଲୀ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଏହି ଆଡଭାଇଜରିରେ କୁହାଯାଇଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ଭ୍ରମଣ ପାଇଁ ଜମ୍ମୁ-କଶ୍ମୀର ନ ଯିବାକୁ ଗୁରୁବାର ଇସ୍ରାଏଲୀ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….