ରିପୋର୍ଟକାର୍ଡ / ପାରାଦୀପ
ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷା ଶୁକ୍ରବାର ବୃଦ୍ଧି କରାଯାଇଛି । ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଗଲା । ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ ରଖାଯାଇଛି କଡା ନଜର । ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ସେପଟେ ସବୁ ଏଟିଏମ୍ ସହ ଡିଜିଟାଲ ସେବା ସ୍ୱାଭାବିକ ଚାଲୁଛି ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି । କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଏସବିଆଇ ପରାମର୍ଶ ଦେଇଛି ।






More Stories
ପ୍ରବଳରୁ ଅତିପ୍ରବଳ ବର୍ଷା…..
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..