ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବି.ଭି.ଆର୍ ସୁବ୍ରମଣ୍ୟମ୍ ହେବେ ଦେଶର ବାଣିଜ୍ୟ ସଚିବ | ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ବି.ଭି.ଆର୍ ସୁବ୍ରମଣ୍ୟମ୍ଙ୍କୁ ଗୁରୁବାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟରେ ଅଫିସର ଅନ୍ ସ୍ପେସାଲ ଡ୍ୟୁଟି(ଓଏସ୍ଡି) ନିଯୁକ୍ତ କରାଯାଇଛି । ଆସନ୍ତା ମାସ ଶେଷରେ ଅନୁପ ୱଧୱନଙ୍କ ଅବସର ପରେ ସେ ବାଣିଜ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ବି.ଭି.ଆର୍ ସୁବ୍ରମଣ୍ୟମ୍ । ଏ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ, ସାର୍ବଜନୀନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । କ୍ୟାବିନେଟ୍ର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଥିବା ସୂଚନା ମିଳିଛି |






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..