ରିପୋର୍ଟ କାର୍ଡ / ପୁରୀ
ପୁରୀବାସୀଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନକୁ ନେଇ ନୂଆ ଗାଇଡ୍ଲାଇନ୍ କରାଯାଇଛି । ନଭେମ୍ବର ୧ରୁ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ସେହିଭଳି ସେମାନେ ଉତ୍ତର ଦ୍ୱାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବେ। ଏଥିପାଇଁ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ନଚେତ ଡବଲ୍ ଡୋଜ୍ ଟିକା ସାର୍ଟିଫିକେଟ ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବୁଧବାର ସୂଚନା ଦିଆଯାଇଛି।






More Stories
ଆଜିଠୁ ପ୍ରବଳ ବର୍ଷୀବ….
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..