ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ | ମେ ୧୦ରେ ହେବ ଭୋଟ। ମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି ।ସୂଚନାମୁତାବକ ମେ ୧୦ ତାରିଖରେ ଭୋଟ ହେବ । ଏନେଇ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ। ୨୧ରେ ଯାଞ୍ଚ ହେବ ଏବଂ ଏପ୍ରିଲ ୨୪ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ। ଏ






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..