Report Card Odisha

| Daily Odia News

କମ୍ ସମୟର ପାସପୋର୍ଟ ଭେରିଫିକେସନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏବେ କମ୍ ସମୟ ମଧ୍ୟରେ ହୋଇପାରୁଛି ପାସପୋର୍ଟ ଭେରିଫିକେସନ୍ । ହାରାହାରି ୪ ଦିନ ଭିତରେ ହୋଇଛି ପାସପୋର୍ଟ ଭେରିଫିକେସନ୍ । ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ୍ । ଏହି ଭେରିଫିକେସନ ବାବଦରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହା ସହ ସମସ୍ତ ଥାନା ଅଧିକାରୀଙ୍କୁ ସେ ପ୍ରଶଂସା କରିଛନ୍ତି । ତେବେ ୨୦୧୭ରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିଲା ।

Breaking News