ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ କମ୍ ସମୟ ମଧ୍ୟରେ ହୋଇପାରୁଛି ପାସପୋର୍ଟ ଭେରିଫିକେସନ୍ । ହାରାହାରି ୪ ଦିନ ଭିତରେ ହୋଇଛି ପାସପୋର୍ଟ ଭେରିଫିକେସନ୍ । ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ୍ । ଏହି ଭେରିଫିକେସନ ବାବଦରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହା ସହ ସମସ୍ତ ଥାନା ଅଧିକାରୀଙ୍କୁ ସେ ପ୍ରଶଂସା କରିଛନ୍ତି । ତେବେ ୨୦୧୭ରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିଲା ।






More Stories
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..
ପିଏମ୍-ସୂର୍ଯ୍ୟ ଘର ସହ ଯୋଡ଼ି ହେବ ପିଏମ୍-ଆବାସ ଯୋଜନା…..
ରଥଯାତ୍ରାରେ ଅଧାକୁ କମିବ କର୍ଡନ୍ ପାସ୍…..