ରିପୋର୍ଟ କାର୍ଡ / କେନ୍ଦୁଝର
ଆଜି କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିଥିବା ସୂଚନା ମିଳିଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଘାଟିରେ ଗୋଟିଏ ମିନି ଟ୍ରକ୍ ଯାଉଥିବାବେଳେ ତାହା ଉପରେ ପଥର ଖଣ୍ଡ ଧସିଯାଇଛି । ବଡ଼ ବଡ଼ ପଥର ଖଣ୍ଡ ରାସ୍ତାରେ ଛିଟିକି ପଡ଼ିଥିବାରୁ ଏନଏଚ୍ -୪୯ର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଯାଇଛି ।






More Stories
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..
ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ…..