ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନାଥଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୁରୁବାର ମୁମ୍ବାଇ ସ୍ଥିତ ବର୍ସୋଭା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। କେକେଙ୍କ ପୁଅ ମୁଖାଗ୍ନି ଦେଖଛନ୍ତି। ଗାୟକଙ୍କ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ଶୋକାକୁଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦେଇଛନ୍ତି। ଏହି ମୁହୂର୍ତ୍ତଟି ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ। ଅନେକ ପ୍ରସିଦ୍ଧ କଳାକାର ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ପହଞ୍ଚିଥିଲେ।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..