Report Card Odisha

| Daily Odia News

ଅଷ୍ଟମ ବେତନ କମିଶନ ଲାଗି ଚିଠି….

ରିପୋର୍ଟ କାର୍ଡ/ ଭୁବନେଶ୍ୱର

ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲ୍ଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର। ଦରମା, ଭତ୍ତା, ପେନସନ ବୃଦ୍ଧି ସମ୍ପର୍କରେ ନିଜ ମତାମତ ଦେବାକୁ ଚିଠିରେ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Breaking News