ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୧ ତାରିଖ ସକାଳ ୧୦ ଘଟିକା ସମୟରେ ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁ ଚରଣ ଗବେଷଣା କେନ୍ଦ୍ରରେ ବିଶେଷ ବ୍ୟକ୍ତି ଙ୍କୁ ନେଇ ମା ଆଦିଶକ୍ତି ଙ୍କର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହେବ | ଅନୁଷ୍ଠାନର ଉଦ୍ଦେଶ୍ୟ କର୍ମକର୍ତ୍ତା ମାନଙ୍କ ଭିତରେ ଭାଇଚାରା ବଢାଇବା ସହ ସଂସ୍କୃତି ଓ ପରମ୍ପରା କୁ ଅନୁସରଣ କରିବା | ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟର ସଭାପତି ଅନୁରୋଧ କରିଛନ୍ତି |






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..