ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ ପୁଣେ ସହରରେ ଏହା ସୀମିତ ଥିବା ଏବଂ ଅନ୍ୟ ଅଞ୍ଚଳରେ ଦେଖାଦେଇ ନ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ ପୁଣେ ସହରରେ ଏହା ସୀମିତ ଥିବା ଏବଂ ଅନ୍ୟ ଅଞ୍ଚଳରେ ଦେଖାଦେଇ ନ ଥିବା ଜଣାପଡ଼ିଛି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..