ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ବଚେଲି ଠାରୁ ଲୁହା ପଥର ନେଇ ଯାଉଥିବା ଏକ ମାଲଗାଡି ଟ୍ରେନକୁ ମାଓବାଦୀମାନେ ଜାଳି ଦେଇଥିବା ସୂଚନା ମିଳିଛି। ମେନେ ସିମ୍ଫୋଲ ନିକଟରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ଟ୍ରେନକୁ ଅଟକାଇ ଜାଳି ଦେଇଥିବା ସୂଚନା ମିଳିଛି।
More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..