ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ କୁ ମିଳିଲା ଅଣ ଗାନ୍ଧୀ ସଭାପତି | ସବୁ ଅପେକ୍ଷାର ଅନ୍ତ ଘଟିଛି, ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି | ୯୩୮୫ ଭୋଟ ରୁ ଖଡ଼ଗେ ଙ୍କୁ ୭୮୯୭ ଭୋଟରେ ବିଜୟ ହୋଇଛନ୍ତି | ମଲ୍ଲିକାର୍ଜୁନ ଖଡ଼ଗେ ଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିବା ଶଶୀ ଥରୁଙ୍କୁ ୧୦୭୨ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି | ୪୧୬ ଖଣ୍ଡ ଭୋଟ ନାକଚ ହୋଇଯାଇଥିବା ସୂଚନା ମିଳିଛି |






More Stories
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..