Report Card Odisha

| Daily Odia News

ମମତା ମହାନ୍ତ ହେଲେ ରାଜ୍ୟସଭା ପାର୍ଥୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମମତା ମହାନ୍ତ ହୋଇଛନ୍ତି ବିଜେପିର ରାଜ୍ୟସଭା ପାର୍ଥୀ | ନିକଟରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ | ପୂର୍ବରୁ ମମତା ବିଜେଡିର ରାଜ୍ୟସଭା ପାର୍ଥୀ ଥିଲେ | ପୁଣି ଥରେ ବିଜେପି ତାଙ୍କୁ ଆଜି ରାଜ୍ୟସଭା ପାର୍ଥୀ ଭାବେ ଘୋଷଣା କରିଛି |

Breaking News