ରିପୋର୍ଟ କାର୍ଡ / ପୁରୀ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କର ଗତକାଲି ୫ ଦିନିଆ ରିମାଣ୍ଡ ସାରିଯାଇଥିବା ବେଳେ ଆଜି ପୁଣି ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି JMFCରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କିନ୍ତୁ ୨ ଅଭିଯୁକ୍ତ ଶର୍ମିଷ୍ଠା ଶର୍ମିଷ୍ଠା ରାଉତ, ଝୁନା ଭୋଇ କୁ ଆଉ ୩ ଦିନ ରିମାଣ୍ଡ ପାଇଁ JMFC ଅନୁମତି ଦେଇଛନ୍ତି | ଏହି ଘଟଣାରେ ସମ୍ପୃକ୍ତିଥିବା ଆଉ ୨ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ଙ୍କୁ ବିଚାର ବିଭାଗୟ ହାଜତକୁ ପଠାଯାଇଛି |






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..