ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଥିବା ମାର୍କେଟ୍ ବିଲ୍ଡିଂର କିଛିି ଦୋକାନକୁ ଆଜି ସିଲ୍ କରାଯାଇଛି । ଟଙ୍କା ବକେୟା ରଖିଥିବାରୁ ଦୋକାନ ସିଲ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୩୧ଟି ଦୋକାନ ଏପର୍ଯ୍ୟନ୍ତ ବକେୟା ଅର୍ଥ ଦେଇନାହାନ୍ତି। ରାଜଧାନୀପୂଜା ସମିତି ଓ ଦେବୋତ୍ତର ବିଭାଗ ଟଙ୍କା ବକେୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ଟି ଦୋକାନ ସିଲ୍ କରିଦେଇଥିବା ଜଣାପଡିଛି । ଦୀର୍ଘ ୨ ବର୍ଷ ହେବ କରୋନା ଯୋଗୁଁ ଦୋକାନ ବନ୍ଦ ରହିଥିଲା | ଏଥିରେ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏବେ ଦୋକାନ ସିଲ୍ ହେବାରୁ ଦୋକାନୀ ସମେତ ଗ୍ରାହକମାନେ ବି ଅସୁବିଧାର ସମୁଖୀନ ହେଉଛନ୍ତି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….