ରିପୋର୍ଟ କାର୍ଡ / ଭୁବନେଶ୍ୱର
୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ୩ଟି ବ୍ଲକ୍ର ୫୬ଟି ସ୍କୁଲ୍କୁୂ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ୩ଟି ବ୍ଲକର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଡିଇଓ । ଅଗଷ୍ଟ ୧୫ରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇନଥବାରୁ ଏହି ନୋଟିସ୍ ଜାରି କରାଯାଇଛି । ଏହି ସ୍କୁଲ୍ ଗୁଡିକ ମଧ୍ୟରେ ହରଭଙ୍ଗା ବ୍ଲକର ୩୩ଟି, ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲ ସାମିଲ ରହିଛି ।






More Stories
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..