Report Card Odisha

| Daily Odia News

ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର…..

ରିପୋର୍ଟ କାର୍ଡ / କଟକ

କଟକରେ ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ କଥା ହେବା ବାହାନାରେ ହୋଟେଲ ନେଇ ସେଠାରେ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ୨ ନାବାଳକ ଗିରଫ ହୋଇଥିବା ଜଣାପଡିଛି। ଉଭୟ ଅଭିଯୁକ୍ତ ନାବାଳିକାର ସହପାଠୀ ହୋଇଥିବା ସୂଚନା ମିଳିଛି।

Breaking News