ରିପୋର୍ଟ କାର୍ଡ / ଗଂଜାମ
ମୋବାଇଲ୍ରେ ଗେମ୍ ଖେଳିବା ବେଳେ ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ଏଭଳି ଘଟଣା ଘଟିଛି ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ । ଯୁବକଙ୍କ ହାତରେ ଆଘାତ ଲାଗିଠିବା ଜଣାପଡିଛି। ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ଆଜି ମୋବାଇଲ୍ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍ଟି ଫାଟି ଯାଇଥିଲା। ଫଳରେ ରଞ୍ଜନ ମୋବାଇଲ୍ଟିକୁ ଫିଙ୍ଗିଦେଇଥିଲେ। ତେବେ ମୋବାଇଲ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରଞ୍ଜନଙ୍କ ହାତରେ ଆଘାତ ଲାଗିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..